୧-: ଯଦି ସାରା ଭାରତରେ ଛୋଟ ପିଲାଙ୍କୁ ଭିକ ମାଗିବାର ଦେଖିବେ, ଦୟାକରି ଏହି ନମ୍ବରରେ ସମ୍ପର୍କ କରିବାକୁ ଅନୁରୋଧ ।
RED SOCIETY-:୯୯୪୦୨୧୭୮୧୬ । ରେଡ୍ ସୋସାଇଟି ସଂସ୍ଥା ଏପରି ପିଲାମାନଙ୍କୁ ପଢିବାରେ ସାହାଯ୍ୟ କରେ ।
୨-: ଯଦି ଆପଣଙ୍କୁ କୌଣସି ଗ୍ରୁପ୍ ବ୍ଲଡ ଆବଶ୍ୟକ ଆପଣ ଏହି ଓ୍ବେବସାଇଟ୍ର ସାହାଯ୍ୟ ନେଇ ପାରିବେ । ଆପଣଙ୍କ ରକ୍ତ ଦାତାଙ୍କ ଠିକଣା ଓ ମୋବାଇଲ୍ ନମ୍ବର ମିଳିଯିବ । www.friendstosupport.org/
୩-: ହ୍ୟାଣ୍ଡିକ୍ୟାପ ଓ ଶାରୀରିକ ବିକଳାଙ୍ଗ ପିଲାମାନଙ୍କ ପାଇଁ ନିଶୁଳ୍କ ଶିକ୍ଷା ଓ ନିଶୁଳ୍କ ଛାତ୍ରାବାସ ପାଇଁ ସମ୍ପର୍କ କରନ୍ତୁ । MOB-୯୮୪୨୦୬୨୫୦୧ ଓ ୯୮୯୪୦୬୭୫୦୬
୪-: ନିଆଁରେ ଜଳି ଯାଇଥିବା ଲୋକ, ଜନ୍ମରୁ କାନ, ନାକ ଓ ଚେହେରା ପ୍ଲାଷ୍ଟିକ ସର୍ଜରୀ ପାଇଁ ସମ୍ପର୍କ କରନ୍ତୁ KODIKANAL PASAM HOSPITAL । ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା । ଯୋଗାଯୋଗ-: ୦୪୫୪୨୦-୨୪୦୬୬୮ ଓ ୨୪୫୭୩୨
୫-: ଯଦି ଆପଣ କୌଣସି ଡ୍ରାଇଭିଙ୍ଗ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ଆଧାର କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ୍ ଓ ସାର୍ଟିଫିକେଟ୍ କେଉଁଠି ପଡିଥିବାର ଦେଖିବେ, ଦୟା କରି ଡାକ ବିଭାଗରେ ଜମା କରି ଦିଅନ୍ତୁ । ଡାକ ବିଭାଗ ଏହାକୁ ତାର ମାଲିକ ପାଖରେ ପହଞ୍ଚାଇ ଦେବ ଓ ଏଥି ପାଇଁ ଆପଣଙ୍କୁ କୌଣସି ଖର୍ଚ୍ଚ ଲାଗିବ ନାହିଁ ।
୬-: ୦-୧୦ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ମାଗଣା ହାର୍ଟ ସର୍ଜରୀ SRI VALLI BABA INSTITUTE ରେ ଉପଲବ୍ଧ । ଯୋଗାଯୋଗ- ୯୮୧୬୭୩୭୪୭୧
୭-: ବ୍ଲଡ କ୍ୟାନ୍ସର ପାଇଁ ଚିକିତ୍ସା:
Lmitinef mercliet ନାମକ ଏକ ଔଷଧ ଯାହା ବ୍ଲଡ କ୍ୟାନସର ପାଇଁ ବ୍ୟବହାର କରାଯାଏ, ଏହା ADYAR CANCER INSTITUTE CHENNAI ରେ ମାଗଣାରେ ଉପଲବ୍ଧ ।
Adyar cacer institute
DEPT-Cancer
Address-East cannal road
Gandhi Nagar,Adyar, Chennai-୬୦୦୦୨୦
ଯୋଗାଯୋଗ- ୦୪୪-୨୪୯୧୦୭୫୪,୨୪୯୧୧୫୨୬ ଓ ୨୨୩୫୦୨୪୧
୮-: ଆପଣଙ୍କୁ ଅନୁରୋଧ ଯଦି ଆପଣଙ୍କ ଘରେ କୌଣସି ବିବାହ, ବ୍ରତ ଓ କୌଣସି ସମାରୋହରେ ଖାଦ୍ୟ ବଳକା ହୁଏ, ଏହାକୁ ନଷ୍ଟ ନକରି ୧୦୯୮ରେ ଯୋଗାଯୋଗ କରନ୍ତୁ । ୧୦୯୮ ଏକ ଶିଶୁ ସହାୟକ ସଂସ୍ଥା । ସଂସ୍ଥାର ଲୋକମାନେ ଆସି ବଳକା ଖାଦ୍ୟ ନେଇଯିବେ । ଆପଣଙ୍କର ନଷ୍ଟ ହେବାକୁ ଥିବା ଖାଦ୍ୟ ଅନ୍ୟ କାହା ମୁହଁରେ ହସ ଟିକେ ଭରିଦେବ ।
ଆପଣ ପ୍ରତ୍ୟକଦିନ ମଜା କଥା, ଗଳ୍ପ, କବିତା ଓ ଫଟୋ ସାଙ୍ଗମାନଙ୍କ ସହିତ ସେୟାର କରୁଛନ୍ତି । ଆପଣମାନେ ଏହି ମେସେଜ୍ ବହୁ ମାତ୍ରାରେ ସେୟାର କରି କାହା ମୁହଁରେ ହସ ଟିକେ ଫୁଟାଇଲେ କେତେ ଭଲ ନହେବ? ସାହାଯ୍ୟକାରୀ ହାତ ପ୍ରାର୍ଥନା କରୁଥିବା ହୃଦୟଠାରୁ ଅଧିକ ଶକ୍ତିଶାଳୀ । ମୁଁ ଜାଣିନାହିଁ ଭଗବାନଙ୍କ ଫଟୋ ସେୟାର କଲେ ପୁଣ୍ୟ ମିଳେ କି ନାହିଁ । କିନ୍ତୁ ଏପରି ହୋଇପାରେ ଯେ ଆପଣ ଥରୁଟିଏ ଏହାକୁ ସେୟାର କଲେ ଏହା କାହା ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିବ । 🌷
🙏