After 10th @speducationscience Channel on Telegram

After 10th

@speducationscience


Join Discussion Group 👉https://t.me/+09qF39Hd8TwzOTRl

speducationscience Telegram Channel (English)

Are you struggling with understanding science concepts after completing 10th grade? Look no further than the speducationscience Telegram channel! This channel is dedicated to providing a platform for students to engage in discussions, ask questions, and deepen their understanding of various scientific topics. Whether you need help with physics, chemistry, biology, or any other science-related subject, this channel is the place to be

Who is speducationscience? It is a community of students, educators, and science enthusiasts who are passionate about learning and sharing knowledge. What is speducationscience? It is a Telegram channel where you can join discussions, ask questions, and connect with like-minded individuals who share your love for science

Join the Discussion Group now by clicking on the following link: https://t.me/+09qF39Hd8TwzOTRl. Don't miss out on this opportunity to expand your knowledge and become a part of a supportive and engaging scientific community. Let's learn and grow together with speducationscience!

After 10th

20 Nov, 03:15


🚀 BIG ANNOUNCEMENT! TODAY IS THE DAY!
The wait is OVER! 🎉 Our Crash Course for Class 10 Board Exams is launching today at 6:00 PM.
This course is going to be your ultimate guide to score BIG in your exams! 💯 Covers Odia, English, Math, Science, and Social Science.
Taught by expert teachers
Affordable for EVERY student
Aimed to make toppers and transform average students into achievers💡 What will you get?
✔️ Simplified concepts
✔️ Easy tricks & tips
✔️ Exam-oriented preparation
✔️ Motivation to crack your exams like a pro🔥 Don’t miss the Premiere at 6:00 PM! Be the first to know how this course will help YOU become a topper.📌 Set your reminders now and be ready!
Let’s break all records together with your support! Share this to every telegram and whatsapp group/status

💪🔔 See you at 6 PM sharp!🔥🔥

Link👉https://youtu.be/UsoR1D752go

After 10th

21 Jun, 12:06


https://youtu.be/YjoD0qSW9hQ?si=jB70MlHrX5ajC8HV

After 10th

13 Mar, 06:54


ଯେଉଁମାନେ SummerCourse ରେ join ହେବାପାଇଁ ଚାଁହୁଛ, ଏହି ଭିଡିଓ ଦେଖନ୍ତୁ | One of the best summer course in Odisha☝️☝️☝️

After 10th

13 Mar, 06:53


https://youtu.be/mrTXv5qcGqI?si=DYAiNgg8F0iTGF5Q

After 10th

08 Mar, 14:27


10th Board Exam Result
ପରେ ଗତବର୍ଷ ପିଲାମାନଙ୍କ Reaction ଏମିତି କିଛି ଥିଲା ☝️☝️

After 10th

08 Mar, 14:26


https://youtube.com/shorts/MYYzS7ZlHwI?si=5GMv2-WB63zzU8ao

After 10th

06 Mar, 10:19


https://youtu.be/gjiaK3ZkKn8

After 10th

05 Mar, 05:20


A small message to my dear students..

After 10th

05 Mar, 04:00


Channel name was changed to «After 10th»

After 10th

05 Mar, 03:56


Such a beautiful poem by a 10th class student..😊😊
ସ୍କୁଲ ବେଳର ପୁରୁଣା ସ୍ମୃତି କୁ ମନେ ପକାଇଦେଉଥିବା ଏକ ସୁନ୍ଦର କବିତା | ଏହି କବିତା ପଢିଲା ପରେ ମୋର ସ୍କୁଲ ସମୟ ମନେପଡ଼ିଗଲା ❤️😔

After 10th

04 Mar, 07:11


କହିଥିଲି ନା ଜମା ଡରନି, ସାମାଜିକ ବିଜ୍ଞାନ ପରୀକ୍ଷା ବହୁତ ଭଲ ରେ ଯିବ ବୋଲି...😊😊

ହୋଉ ଆଜିର ପରୀକ୍ଷା କେମିତି ହୋଇଛି ସେବିଷୟରେ ତୁମେମାନେ ଟିକେ ମତାମତ ଜନେଇଦିଅ..... 👇

After 10th

03 Mar, 10:23


Social Science ପାଇଁ କେହିବି ଡରନି, ଯେହେତୁ Syllabus ବହୁତ ବଡ଼ ତେଣୁ ପରୀକ୍ଷା ରେ ବହୁତ Easy Question ଆସିବ | ଯେମିତି ମୁଁ କହିଥିଲି ଗୋଟିଏ ଦିନରେ ପୁରା syllabus ର ସବୁ Chapter ସରିବା ସମ୍ଭବ ନୁହେଁ, ତେଣୁ କିଛି କିଛି Important Chapter ଗୁଡିକ ଭଲରେ ପଢିଦିଅ | ମୁଁ ଦେଇଥିବା Previous Year Question paper ଦେଖ, ଯେଉଁ chapter ରୁ ବେଶୀ ପ୍ରଶ୍ନ ଆସୁଛି ସେ ଗୁଡିକ ବାହାର କର | ପୁଣି ସେଥିରୁ ତୁମକୁ ଯେତୋଟି chapter ସହଜ ଲାଗୁଛି ଏବଂ Confidence ଅଛି ଯେ ହଁ ମୁଁ ଏପାଠ ଗୁଡିକ exam ପୂର୍ବରୁ ଭଲରେ ପଢିକି ସାରିପାରିବି କେବଳ ସେତିକି chapter କୁ ନିଜର best ଦେଇ ପୁରା ଭଲରେ ପଢ଼, ଏମିତି ପଢିବାକୁ ପଡିବ ଯେ ସେ ଭିତରୁ ପରୀକ୍ଷା ରେ ଯେକୌଣସି ପ୍ରଶ୍ନ ଆସିଲେ ବି ତୁମେ ତା ଉତ୍ତର ଠିକ ଭାବରେ ଲେଖିପାରିବ | ପରେ ଯଦି ସମୟ ମିଳୁଛି ତାହେଲେ ଛାଡିଥିବା ପାଠ ର କେବଳ selection question ଦେଖିନେବ |ଆଉ ହଁ ଯଦି ଏସବୁ ପାଇଁ ପାଖରେ ସମୟ ନାହିଁ ତାହେଲେ କେବଳ ପୂର୍ବ ବର୍ଷ ର ସବୁ subjective ପ୍ରଶ୍ନ ଉତ୍ତର ଏଥିରୁ practice କରିଦିଅ |
ମନେରଖ Subjective ରେ କୌଣସି ପ୍ରଶ୍ନର ଉତ୍ତର ଛାଡିବନାହିଁ | ମନେ ପକାଇ ଯାହା ବି ଆସୁଛି ଲେଖିବ | 4ମାର୍କ long question ର ଯଦି ଗୋଟିଏ କିମ୍ବା 2ଟି point ତୁମକୁ ଆସୁଛି ତାହେଲେ ସେଗୁଡିକ ପ୍ରଥମେ ଲେଖିଦେବ ଏବଂ ଆଉ ବାକି 3ଟି point ସେ topic/chapter related ଯାହାବି ମନେ ପଡୁଛି ତାହା ଲେଖିବ | ଯଦି 4ମାର୍କ ପ୍ରଶ୍ନ ର ଗୋଟେ point ହେଲେ ଉତ୍ତର ନ ଆସେ, ତାହେଲେ ବି 5ଟି ଯାକ point ନିଜ ମନରୁ ବାହାର କରିକି ଲେଖିବ ହୁଏତ 1କିମ୍ବା 2ମାର୍କ ମିଳିଯିବ |
Objective ପାଇଁ sp education ରେ କୌଣସି class ହେବନାହିଁ | କେବଳ ପ୍ରତି chapter କୁ ଏକାଗ୍ରତା ସହିତ ଥରେ ପଢ଼ିଦେଇ ପାଖରେ ଥିବା testpaper କିମ୍ବା ମୁଁ ଦେଇଥିବା ପରୀକ୍ଷା ପ୍ରଦୀପ ରୁ question practice କରିନେବ | Exam ରେ mind ପୁରା relax କରି ସବୁ ଉତ୍ତର ମନେ ପକାଇ ପକାଇ ଲେଖିବ | ଦେଖିବ ଅନ୍ୟ Exam ପରି Social Science Exam ମଧ୍ୟ ବହୁତ ଭଲ ହେବ |
So My Dear Students,
Give Your 101% Effort For Your Last Exam... 🤛🤞🤜
.
.
All The Very Best 👍❤️

After 10th

03 Mar, 09:46


Already Social Science ର all Subject(History +Geography+Economics+Polity) ର important subjective 1month ଆଗରୁ upload ହୋଇଯାଇଥିଲା | But ଯେହେତୁ କିଛି ପିଲା ଖୋଜିକି ପାଉନଥିଲେ ତେଣୁ ପୁଣି ଏସବୁ ର link share କରିଦେଇଛି | ଦେଖିପାରିବ 👍

After 10th

03 Mar, 09:44


Political Science Subjective Part 2☝️

After 10th

03 Mar, 09:44


https://youtu.be/ePtqzT7KCZQ?si=QjFKD7IoSxSqJhhN

After 10th

03 Mar, 09:43


Political Science Subjective part 1☝️

After 10th

03 Mar, 09:43


https://youtu.be/LdyAZHZD98M?si=-cHeG9Ij-8Q2cBaN

After 10th

03 Mar, 09:42


Economics Important subjective

After 10th

03 Mar, 09:42


https://youtu.be/Fi_z2kbz_sQ?si=2r1FqomQyOiallDp