State Topper (9th,10th) @statetopper Channel on Telegram

State Topper (9th,10th)

@statetopper


ଏଥିରେ 9th ,10th ର ସବୁଦିଆଯିବ Notes,Book,pdf, Testpaper & more

Our +2 (1st & 2nd year)👇👇👇
@Statetopper12class

Our Discussion Channel 👇👇👇
@StateTopperDiscussion

Our Bot Add in Other Groups
@Statetopper_bot

Owner @Basudev_patel

State Topper (9th,10th) (Odia)

ଓଡ଼ିଆ ଭାଷାରେ ପ୍ରଚାରଣାତ୍ମକ ଲেଖାnn"State Topper (9th,10th)" ଏକ ଟେଲିଗ୍ରାମ ସ୍ଥଳୀ ଯାହା ଓଡ଼ିଆ ଏବଂ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିୱର୍ତ୍ତୀଙ୍କ ସହାୟତା କରିବା ପାଇଁ ସବୁଦିଆୟିବ Notes, Book, pdf, Testpaper ଏବଂ ଅନ୍ୟ ପରିଷ୍କାର ପ୍ରାପ୍ତ କରନ୍ତୁ। ଏହି ଚାନେଲରେ 9ମ ଏବଂ 10ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସହାୟକ ଉପକରଣମାନଙ୍କୁ ଉପଲବ୍ଧ କରାଯାଏ।nnଯଦି ଆପଣ ୨ର୍ଣ ପର୍ଷା ପଢ଼ନ୍ତୁ ଏବଂ ତଳର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ପାଇଁ ଉପକରଣ ଚାହୁଁଥାଏ ତ୍ୟାଗକରନା କରିବା ହେଉଛି, ତେବେ ଏହାରେ ଆପଣ ଉପଯୁକ୍ତ ଉପକରଣ ପାଇପାରେ। ଏଛିଠିnଅଗ୍ସିବେଲେnnଆମେ +2 (1ମ୍ ଏବଂ 2ଣ ବର୍ଷ) ଭାଷ୍କର ପାଇଁ ଶାଖ ରଖୁଛି, ଯେଉଁଥିରେ ଆପଣ ଅନ୍ୟ ଉପଯୋଗી ଉପକରଣମାନ ପାଇପାରେ। ଏେହି ଟେଲିଗ୍ରାମ ସ୍ଥାନ ପାଇଁ ଏକ ମୋଟା ସମ୍ବନ୍ଧନକାଖା ଼ଉାଥି, ଯେଉଁ ଆପଣଙ୍କୁ ପରୀକ୍ଷା ପ୍ରଣାଳୀ ମଧ୍ୟମ ଆଧ୍୭ୟନ କରିବା ପାଇଁ ସଂଗୀତ କରିବା ଦ୍ଭୁତମ ଆବଶକ୍ତା।nnଯେଉଁଠିରେ ଆପଣଙ୍କୁ ବହୁତ ଅନ୍୭୍ୟ ଉପକରଣ ଆହୁରୁ ଉପଲବ୍ଧ ହେଲା। ତେବେ ଆପଣຟଣାରେ ଉଚ୍ଚାରଣ ପଡ଼ନ୍ତାଃ କୌଣସି ଆଲେି କିଛି କରିବା ଚାହୁଁଥାଏ କିମ୍ବା କିଏଣିକି କରିବା ହେଲା। ଏହାକୁ ଏଠାରୁ ନିୟନ୍ତ୍ତକରଣୀୟମ୍ବା କୁିଛି ଡିବବଚର କରିବା ପାଇକତେ ଉଭିତକ କର ିଙ୍କିସ୍ ହରିଣ୍ଟା କରିଙ୍କା ଜଣ୍ଡା ଯୌକର୍ଟ୍ବାକ ହଇକାହାᬂନି ବିେଶକରଣ ବହୁତ ଅତିଉକ୍କେି ହେବାୃଣି ତେଅ ାଏଠାରୁଆଗୟ ଊତୁ ପାଧାେ ନଡ଼ର୍ତ୍ତ ଠିରେ, ବିେଶକରଣଭାଗ @Statetopper_bot ପାଧାେ। ଏହାରେ @Basudev_patel ମାଲିକ ଅଛି।

State Topper (9th,10th)

05 Dec, 03:56


93 days challenge
Day 10th
AHSC Examination 2025
Question prepared by
Sourav Education
and
Govt.High School,Mohangiri

Day:- 15th
Practice test
Subject :- SLE
(English )
Topic:- Air pollution :- A
Hidden Menace


04.12.2024

State Topper (9th,10th)

05 Dec, 01:18


🛑Good News
[10th Class Only]

ପିଲାମାନେ ଟେଷ୍ଟ ଦେବା ଦ୍ଵାରା ବହୁତ୍ ମାର୍କ Increase ହୋଇଯାଏ ବା ବଢ଼ି ଯାଏ କାହିଁକି ନା ଆମେ ଜାଣୁ କି ଆମେ କୋଉ ଜାଗାରେ Mistake କରୁଛୁ ଆଉ Topic Weak ଅଛି ତ ମୁତାବକ Preparation କରୁ ତେଣୁ ଷ୍ଟେଟ ଟପ୍ପର ଆପଣଙ୍କ ପାଇଁ ନେଇକି ଆସିଛି "State Topper Examination' ଯୋଉ 10th ଚଣେଲ ରେ ହେବ।

👉
Click Here 👈

ଏହି ଲିଙ୍କ ରେ କ୍ଲିକ କରି Test ଦେଇପାରିବେ

State Topper (9th,10th)

04 Dec, 02:58


MIL practice question.

2024-25

+2 1st year
Arts, commerce and Science
Date 04.12.2024

Question prepared by :-
Sourav Education telegram
group

State Topper (9th,10th)

03 Dec, 16:48


ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସୁରକ୍ଷା

State Topper (9th,10th)

03 Dec, 14:22


93 days challenge
Day 14th
AHSC Examination 2025
Question prepared by
Sourav Education
and
Govt.High School,Mohangiri

Practice test
Subject :- FLO
(ସାହିତ୍ୟ )
Topic:- ରାଘବଙ୍କ ଲଙ୍କା ଯାତ୍ରାନୁକୂଳ
ପତ୍ରଲିଖନ ଓ ଅନୁଚ୍ଛେଦ


03.12.2024

State Topper (9th,10th)

03 Dec, 11:01


🥲🥹🥹

State Topper (9th,10th)

02 Dec, 11:23


Document from SOURAV SHANKAR ( UMA)

State Topper (9th,10th)

02 Dec, 09:23


Document from SOURAV SHANKAR ( UMA)

State Topper (9th,10th)

01 Dec, 12:07


DOC-20241201-WA0002..pdf

State Topper (9th,10th)

01 Dec, 10:45


School Level Quiz Question-09.11.2024-2.pdf

State Topper (9th,10th)

01 Dec, 06:02


PRACTICE EXAMINATION
QUESTION
FOR
CLASS X STUDENTS

All SUBJECT
(Subjective and Objective)

01.12.2024
SUN DAY

SOURAV EDUCATION
&
GOVT. HIGH SCHOOL,
MOHANGIRI.

State Topper (9th,10th)

01 Dec, 03:51


Understanding Climate Zones is a must for Geography 🌍

State Topper (9th,10th)

01 Dec, 03:51


India’s key mangrove sites

State Topper (9th,10th)

30 Nov, 15:06


01.12.2024
SPECIAL SUN DAY
PRACTICE EXAMINATION
CLASS X STUDENTS
All SUBJECT

State Topper (9th,10th)

30 Nov, 15:06


            01.12.2024
    SPECIAL SUN DAY
PRACTICE      EXAMINATION
       CLASS X STUDENTS
All SUBJECT TOPIC NAME
FOR
PRACTICE EXAMINATION

Ready for tomorrow.....

State Topper (9th,10th)

30 Nov, 05:44


ଆସନ୍ତାକାଲି ଆମ Sourav Education ଟେଲିଗ୍ରାମ ଓ lets practice question ତରଫରୁ ପ୍ରତି ବିଷୟର ପ୍ରଥମ ପାଠକୁ ନେଇ ଗୋଟିଏ ପରୀକ୍ଷା ହେବ l ପ୍ରତି ବିଷୟରେ 40 ମାର୍କ ପରୀକ୍ଷା ହେବ l ସେଥିରେ OMR 10 ମାର୍କ ଆଉ ବାକି 40 ମାର୍କ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ, ସଂକ୍ଷିପ୍ତଉତ୍ତରମୂଳକ ପ୍ରଶ୍ନ ଓ ଅତି ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ ଦିଆଯିବ l ଯେଉଁ ଛାତ୍ରଛାତ୍ରୀ ହିନ୍ଦୀ ବା ସଂସ୍କୃତ ନେଇଛନ୍ତି ତାଙ୍କୁ ନିଜେ ନେଇଥିବା ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ହେବ l
ସବୁ ପ୍ରଶ୍ନ ଗୋଟିଏ ସ୍ଥାନରେ ଥିବ I
କ୍ରମାନୁସାରେ ସାହିତ୍ୟ,ଇଂରାଜୀ, ହିନ୍ଦୀ/ ସଂସ୍କୃତ,ସାଧାରଣ ବିଜ୍ଞାନ (ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ), ସାମାଜିକ ବିଜ୍ଞାନ(ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି) ବିଷୟରେ ପ୍ରଶ୍ନ ଦିଆଯିବ l
ସମସ୍ତ ବିଷୟର ଗୋଟିଏ PDF ଫାଇଲର ପ୍ରଶ୍ନ ଦିଆଯିବ l
ସମସ୍ତ ପ୍ରଶ୍ନର ଉତ୍ତର କରିବାକୁ ମୋଟ ତିନି ଘଣ୍ଟା ସମୟ ଦିଆଯିବ l

ଶିକ୍ଷାର୍ଥୀମାନେ ନିଜ ପ୍ରଶ୍ନର ଉତ୍ତର 8018393533 ୱାଟ୍ସପ ନମ୍ବରକୁ ପଠେଇବେ l ଉତ୍ତରଖାତାରେ କେବଳ ନିଜ ନାମ,ବିଦ୍ୟାଳୟ ନାମ ରହିବ l
ସନ୍ଧ୍ୟାରେ ପ୍ରଥମ ପାଞ୍ଚଜଣ ପରୀକ୍ଷାରେ ଭଲ କରିଥିବା ଛାତ୍ରଛାତ୍ରୀ ନାମ ଘୋଷଣା କରାଯିବ ଓ ହୋଇଥିବା ପରୀକ୍ଷାର OMR ଓ ଅତି ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଗ୍ରୁପରେ ଉଭୟ ଟେଲିଗ୍ରାମ ଓ ୱାଟ୍ସଅପ ଗ୍ରୁପରେ ଛଡ଼ାଯିବ l


ନିମ୍ନୋକ୍ତ ବିଷୟରୁ ପରୀକ୍ଷାରେ ପ୍ରଶ୍ନ ଆସିବ l ପରୀକ୍ଷା ଠିକ ଦିନ 11.00 AM ରୁ 2.00 PM ପର୍ଯ୍ୟନ୍ତ ଚାଲିବ l


1. ସାହିତ୍ୟ

ବନ୍ଦେ ଉତ୍କଳଜନନୀ ( ପଦ୍ୟ )
କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର(ଗଦ୍ୟ )

2.English

All things bright and beautiful ( poem)
A letter to God ( Prose )

3. TLS

ସୁଶିଷ୍ୟ8 ଉପମନ୍ୟୁ8 (ଗଦ୍ୟ)
ସୀତାୟା8 ବନଗମନମ ( ଗଦ୍ୟ)


କିମ୍ବା

TLH ( ହିନ୍ଦୀ )

ଅନମୋଲ ବାଣୀ
( କବୀର ଦାସ, ସୁରଦାସ,ତୁଳସୀ ଦାସ, ରହିମ)

4. MTH( ଗଣିତ )

ବୀଜଗଣିତ :- ସରଳ ସହସମୀକରଣ
ଜ୍ୟାମିତି :- ଜ୍ୟାମିତିରେ ସାଦୃଶ୍ୟ

5. GSC (ବିଜ୍ଞାନ)

ଭୌତିକ ବିଜ୍ଞାନ -

ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ

ଜୀବ ବିଜ୍ଞାନ :- ପୋଷଣ

6. SSC ( ସାମାଜିକ ବିଜ୍ଞାନ)

ଇତିହାସ :- ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ
( ପ୍ରଥମ ପାଠ )

ରାଜନୀତି ବିଜ୍ଞାନ :-
ନିର୍ବାଚନ ପ୍ରକ୍ରିୟା

ଭୂଗୋଳ :- ସମ୍ବଳ ( ପ୍ରଥମ ପାଠ )
ଅର୍ଥନୀତି :- ଆର୍ଥନୀତିକ ବିକାଶ

State Topper (9th,10th)

30 Nov, 03:28


Document from SOURAV SHANKAR ( UMA)

State Topper (9th,10th)

30 Nov, 02:38


5_6219611474994664407.pdf

State Topper (9th,10th)

13 Nov, 02:35


😁😁😁😁😁

State Topper (9th,10th)

13 Nov, 02:30


🟪 ସରକାରୀ ଛୁଟି ତାଲିକା ୨୦୨୫

🔴 ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସ୍ତୁତ

State Topper (9th,10th)

11 Nov, 01:21


Here are some good morning quotes in Odia, with a mix of inspirational, motivational, and lighthearted:

Inspirational:

• ସକାଳ ହେଲା, ନୂଆ ଆଶା ଆସିଲା, ନୂଆ ସ୍ୱପ୍ନ ସାକାର ହେବାକୁ ପ୍ରସ୍ତୁତ।
• ପ୍ରତ୍ୟେକ ସକାଳ ଏକ ନୂଆ ସୁଯୋଗ। ଜୀବନକୁ ସ୍ୱାଗତ କର।
• ସୂର୍ଯ୍ୟ ଉଦୟ ହେଲା, ଜୀବନ ନୂତନ ହେଲା। ଆଜି କିଛି ଭଲ କର।

Motivational:

• ସକାଳ ହେଲା, କାମ ଆରମ୍ଭ କରିବାର ସମୟ।
• ସ୍ୱପ୍ନ ସାକାର କରିବା ପାଇଁ ପ୍ରତ୍ୟେକ ଦିନ ଏକ ସୁଯୋଗ।
• ସକାଳ ସବୁ ଅସମ୍ଭବକୁ ସମ୍ଭବ କରିବାର ସମୟ।

Lighthearted:

• ସକାଳ ହେଲା, ଚା' ପିଇ ପ୍ରସ୍ତୁତ ହୁଅ।
• ସକାଳ ହେଲା, ମସ୍ତି କରିବାର ସମୟ।
• ସକାଳ ହେଲା, ଜୀବନକୁ ସ୍ୱାଗତ କର, ଏବଂ ସବୁକିଛି ଭଲ ହେବ।

Bonus:

• "ସକାଳ ସୁନ୍ଦର ହେଉଛି କାରଣ ସେ ଆଶାର ପ୍ରତିଶ୍ରୁତି ଦିଏ।"
• "ସକାଳ ସମୟ ହେଉଛି ନିଜ ପ୍ରତି ବିଶ୍ୱାସ କରିବାର ସମୟ।"


I hope these quotes bring a smile to your face and a positive start to your day!

BISWAJIT SIR

State Topper (9th,10th)

09 Nov, 14:22


କେହିବି telegram chenal ରୁ ଆମର leave ହୁଅନି 🥺,

ଏଥି ଆପଣ ଙ୍କୁ ସବୁ ପ୍ରକାର ସହାୟତା ମିଳିବ

ଆପଣ ଙ୍କୁ କଣ ଦରକାର Comment କରନ୍ତୁ
🤗🙃🙂🥰
https://t.me/Statetopper
Join hua

State Topper (9th,10th)

09 Nov, 14:22


10th Class & 9th Class Board Exam ରେ ଭଲ ମାର୍କ ଆଣିବାକୁ ହେଲେ ଏହି Routine Follow କରିବେ ନହେଲେ ନିଜେ ଗୋଟେ Timetable ତିଆରି କରିବେ ।

ଦିନକର ଅଭ୍ୟାସ ତାଲିକା

ସକାଳ 4:00: ଉଠନ୍ତୁ

ସକାଳ 4:30 - 5:00: ସକାଳ ଅଭ୍ୟାସ/ବ୍ୟାୟାମ ଓ ଅନ୍ୟାନ୍ୟ ତିତ୍ୟ କର୍ମ

ସକାଳ 5:00 - 7:00: ପଢ଼ାଇ ସେସନ୍ 1
- ଜଟିଳ କିମ୍ବା ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଉପରେ ଧ୍ୟାନ ଦିଅନ୍ତୁ (2 ଘଣ୍ଟା)
- ନୋଟ୍ ଓ ସାରଂଶ ତିଆରି କରନ୍ତୁ

ସକାଳ 7:00 - 8:00: ପ୍ରତାହାର ଓ ବିଶ୍ରାମ

ସକାଳ 8:00 - 10:00: ପଢ଼ାଇ ସେସନ୍ 2
- ଅନ୍ୟ ଏକ ବିଷୟ କିମ୍ବା ଅଧ୍ୟାୟ ଜାରି ରଖନ୍ତୁ (2 ଘଣ୍ଟା)
- ଆକ୍ଟିଭ୍ ରିକଲ୍ ପ୍ରବନ୍ଧ ଆପ୍ନ୍ୟାସ କରନ୍ତୁ

ସକାଳ 10:00 - 11:00: ସଂକ୍ଷିପ୍ତ ବିଶ୍ରାମ

ଦୁପୁର 11:00 - 1:00: ପଢ଼ାଇ ସେସନ୍ 3
- ପ୍ରତିଦିନ ଗଣିତ ଅଭ୍ୟାସ (2 ଘଣ୍ଟା)

ଦୁପୁର 1:00 - 2:00: ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ

ଦୁପୁର 2:00 - 4:00: ପଢ଼ାଇ ସେସନ୍ 4
- ପୂର୍ବ ଦିନର ବିଷୟଗୁଡ଼ିକୁ ପୁନଃପୁନଃ ଅଭ୍ୟାସ କରନ୍ତୁ (2 ଘଣ୍ଟା)
- ଭିନ୍ନ ବିଷୟର ପ୍ରଶ୍ନ ଅଭ୍ୟାସ କରନ୍ତୁ

ସଂଝ 4:00 - 4:30: ବିଶ୍ରାମ/ତାଜା କରନ୍ତୁ

ସଂଝ 4:30 - 6:30: ପଢ଼ାଇ ସେସନ୍ 5
- ଅନ୍ୟ ଏକ ବିଷୟ କିମ୍ବା ଅଧ୍ୟାୟ ଉପରେ ଧ୍ୟାନ ଦିଅନ୍ତୁ (2 ଘଣ୍ଟା)
- ନିଜ ସ୍ୱାଦିନ ନୋଟ୍ ତିଆରି କରନ୍ତୁ

ସଂଝ 6:30 - 7:30: ରାତିରେ ଭୋଜନ ଓ ପରିବାର ସମୟ

ସଂଝ 7:30 - 8:30: ପୁନରାବଲୋକନ ଓ ଆକ୍ଟିଭ୍ ରିକଲ୍
- ନୋଟ୍ ଓ ସାରଂଶକୁ ପୁନରାବଲୋକନ କରନ୍ତୁ (1 ଘଣ୍ଟା)

ସଂଝ 8:30 - 9:00: ହାଲୁକା ପଢ଼ାଇ/ବିଶ୍ରାମ

ସଂଝ 9:00 - 9:30: ଦିନର ପଢ଼ାଇକୁ ପୁନରାବଲୋକନ କରନ୍ତୁ ଓ ଆଗାମୀ ଦିନ ପାଇଁ ଯୋଜନା କରନ୍ତୁ

ରାତି 10:00: ଘୁମନ୍ତୁ

କିଛି ମୁଖ୍ୟ ଅଂଶ:
1. ଆକ୍ଟିଭ୍ ରିକଲ୍: ଆପଣ ଯାହା ପଢ଼ୁଛନ୍ତି ତାହା ନିଜେ ଆପଣକୁ ପରୀକ୍ଷା କରନ୍ତୁ ଯାହା ମଧ୍ୟେ ରିଟେନସନ୍ ବଢ଼ାଇବ।
2. ନୋଟ୍ ତିଆରି କରନ୍ତୁ: ଅଧ୍ୟାୟଗୁଡ଼ିକୁ ସାରଂଶ ଏବଂ ମୁଖ୍ୟ ଅଂଶଗୁଡ଼ିକୁ ହାଇଲାଇଟ୍ କରନ୍ତୁ।
3. ଦିନକ ଅନୁପାଳନ: ନିୟମିତ ଭାବରେ ନୋଟ୍ ଓ ପୂର୍ବରୁ ପଢ଼ା ବିଷୟଗୁଡ଼ିକୁ ପୁନରାବଲୋକନ କରନ୍ତୁ।
4. ପ୍ରଶ୍ନ ଅଭ୍ୟାସ: ପ୍ରତିଦିନ ଭିନ୍ନ ବିଷୟର ମଧ୍ୟରୁ ବିଭିନ୍ନ ପ୍ରଶ୍ନଗୁଡ଼ିକୁ ସମାଧାନ କରନ୍ତୁ।
5. ଗଣିତ ଅଭ୍ୟାସ: ଦିନ ପ୍ରତିଦିନ ଗଣିତ ସମସ୍ୟାଗୁଡ଼ିକୁ ନିୟମିତ କରନ୍ତୁ।
6. ସଂତୁଳିତ ବିଶ୍ରାମ: ତାଜା ରହିବାକୁ ଏବଂ ସମୟ ସଂଭାରିବା ପାଇଁ ସଂକ୍ଷିପ୍ତ ବିଶ୍ରାମ ନିଅନ୍ତୁ।.
7. ସ୍ବାସ୍ଥ୍ୟକର ଅଭ୍ୟାସ: ସମ୍ପୂର୍ଣ୍ଣ ନିଦ୍ରା, ଭଲ ପୋଷଣ ଓ ଅଭ୍ୟାସ ପାଇଁ ନିୟମିତ ଅନୁସରଣ କରନ୍ତୁ।

ଏମିତି Time Menagment କରନ୍ତୁ
last ଆଉ ୪ମାସ ପରେ ଦଶମ ଶ୍ରେଣୀର ମାଟ୍ରିକ ପରୀକ୍ଷା 🥺🥺🥺🥺

State Topper (9th,10th)

09 Nov, 13:48


ତଳେ ସବୁ ନୋଟ୍ସ୍ ର ଲିଙ୍କ୍ ଦିଆଯାଇଛି ଯାଇକି ତଳକୁ ତଳ ଦେଖ ସବୁ ନୋଟ୍ସ୍ ପାଇଯିବେ।

State Topper (9th,10th)

09 Nov, 06:07


All things Bright and Beautiful
SLE ( English )
Class X
Practice Test
07.11.2024

State Topper (9th,10th)

09 Nov, 04:34


5_6327966636515002442.pdf

State Topper (9th,10th)

09 Nov, 04:34


Class 10th physical science first experiment....🧪

State Topper (9th,10th)

09 Nov, 04:34


5_6327966636515002441.pdf

State Topper (9th,10th)

09 Nov, 04:34


Festivals of North East India.pdf

State Topper (9th,10th)

09 Nov, 04:34


1 X TENSE REVISITED.pdf

State Topper (9th,10th)

09 Nov, 04:34


X TYPES OF SENTENCES.pdf

State Topper (9th,10th)

09 Nov, 04:34


ଭାରତ ରେ ଆଇନ ଅମାନ୍ୟ ଆନ୍ଦୋଳନ ଓ ଓଡିଶା ରେ ଏହାର ପ୍ରଭାବ

State Topper (9th,10th)

09 Nov, 04:34


ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ (Notes)

State Topper (9th,10th)

09 Nov, 04:34


ଭୂ ସମ୍ବଳ

State Topper (9th,10th)

09 Nov, 04:34


ଅମ୍ଳ କ୍ଷାରକ ଓ ଲବଣ (1).pdf

State Topper (9th,10th)

09 Nov, 04:34


types of sentences complete note.pdf

State Topper (9th,10th)

09 Nov, 04:34


Types of sentences(chapter 2)- English grammer 10th class..pdf

State Topper (9th,10th)

09 Nov, 04:34


Types of sentences_230728_200724.pdf

State Topper (9th,10th)

09 Nov, 04:34


bande utkala janani 1.pdf

State Topper (9th,10th)

29 Oct, 01:55


Pass- STUDY WITH OMM PRAKASH

State Topper (9th,10th)

28 Oct, 23:30


CLASS 9TH SSC WHITE PAPER SUBJECTIVE

State Topper (9th,10th)

28 Oct, 17:22


Last warning all...‼️‼️

ଯୋଉ ପିଲାମାନେ କହୁଛ Question ରଖିଛ ତ ସେମାନେ ଗ୍ରୁପ ରେ ବି ଛାଡି ପାରିବ... 👍

ଆଉ କିଛି question ରଖିନଥିବ କେବଳ ଝିଅ ଙ୍କ name ଦେଖିକି question ଅଛି କହିକି massage କରିବାକୁ କହୁଚ


କୋଉ ବି ଝିଅ କାହାକୁ persional msg କରନି ସବୁ question ଗ୍ରୁପ ରେ ଆସିବ... 👍
BY BISWAJIT

5,472

subscribers

4,609

photos

10

videos