ଦଶମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ 2025 ବାର୍ଷିକ ପରୀକ୍ଷାର କାର୍ଯ୍ୟସୂଚୀ ଆସିଗଲା l
ତୁମ ମାନଙ୍କ ପାଖରେ ସମୟ ବହୁତ କମ ଅଛି l
ସମସ୍ତେ ଗୋଟିଏ ଟାଇମ ଟେବୁଲ ତିଆରି କରି ପଢ଼ ଓ ଦୈନିକ ଅଭ୍ୟାସ କର l
ଯେ କୌଣସି ବିଷୟର ଯାହା ସନ୍ଦେହ ହେଉଛି ତାହା ଗ୍ରୁପରେ ପଚାରିପାରିବ କିନ୍ତୁ ଅଯଥା ମେସେଜ କରି ବାର୍ତ୍ତାଳାପ ( Discussion) ରେ ସମୟ ନଷ୍ଟ କରିବା କରିବା ଉତ୍ତମ ଛାତ୍ରଛାତ୍ରୀର ଲକ୍ଷଣ ନୁହଁ l
ନିଶ୍ଚିତ ଭାବରେ ତୁମ ଅଭ୍ୟାସ ତୁମର ପରୀକ୍ଷା ଫଳାଫଳ ଭଲ ହେବ l
Do your best..
We are always with you until Examination.
✨🇹🇮🇲🇪🇹🇦🇧🇱🇪✨
__
• ୨୧ ଫେବୃଆରୀରେ -ମାତୃଭାଷା(FLO)
• ୨୪ ଫେବୃଆରୀରେ -ଇଂରାଜୀ ପରୀକ୍ଷା(SLE)
• ୨୫ ଫେବୃଆରୀ -ତୃତୀୟ ଭାଷା ପ୍ରାକ୍ଟିକାଲ(TLS PRACTICAL)
• ୨୭ ଫେବୃଆରୀରେ -ଗଣିତ ପରୀକ୍ଷା(MTH)
• ୧ ମାର୍ଚ୍ଚରେ -ବିଜ୍ଞାନ ପରୀକ୍ଷା(GSC)
• ୩ ମାର୍ଚ୍ଚରେ -ସାମାଜିକ ବିଜ୍ଞାନ(SSC)
• ୬ ମାର୍ଚ୍ଚରେ -ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ(TLH / TLS )