Exam Station - Chandan Sir @examstationchandansir Channel on Telegram

Exam Station - Chandan Sir

@examstationchandansir


No Problem, No Tension, କାହିଁକି ନା ଆପଣ ମାନଙ୍କ ସାଥିରେ ସବୁବେଳେ ଅଛି Exam Station, ଆଉ ମୁଁ ଚନ୍ଦନ ଧନ୍ୟବାଦ୍ ||

Exam Station - Chandan Sir (Odia)

ଯେଉଁ କି ଆପଣଙ୍କ ସ୍ନେହ ଚାହା ତାହା ଆମର ସନ୍ସାର ଜାଣନ୍ତି। କିଆନ୍ତୁ ଆପଣଙ୍କ ପରୀକ୍ଷାର ସମୟରେ ଖୁଶି ଏବଂ ଚିନ୍ତା କେଉଁ ନାହିଁ? ଏଥିପାଇଁ ଏକ ଉନ୍ନତ ଅଧ୍ୟାୟନ ସ୍ଥଳ 'Exam Station - Chandan Sir' ଆପଣଙ୍କ ପାଇଁ ସାହାୟ୍ୟ ହେବ।nn'Exam Station - Chandan Sir' ଏକ Telegram ଚାନେଲ ଯାହା ପ୍ରକାରେ ଆପଣଙ୍କୁ ପରୀକ୍ଷା ସାପ୍ତାହିକ ସମୟରେ ଅଧ୍ୟୟନ କରିବାର ସମୟ ସହାୟ୍ୟ କରୁଛି। ଏହାର ଉଦ୍ଦେଶ୍ୟ ହେଉଁ ଅନେକ ଛାତ୍ର-ଛାତ୍ରୀଙ୍କ ପରୀକ୍ଷା ସମୟରେ ଅଧ୍ୟୟନ ମାଧ୍ୟମ ମଧ୍ୟମରେ ସସ୍ଯ଼ାପ୍ତି ପାଇବା।nn'Exam Station' ତୁମର ପରୀକ୍ଷା ସମୟର ଚିନ୍ତା ଓ ଚିନ୍ତାବୁଦ୍ଧିର ଦୁରୁପଯୋଗ କମାଇବା ପାଇଁ ଉପଯୁକ୍ତ ସ୍ଥଳ। ଚନ୍ଦନ ଭିଡ଼ିଓ ଭାବେ ଓ ଚର୍ଚା ଭାବେ ସ୍ପଷ୍ଟତା ରେଖାଚି ଓ ସ୍ପଷ୍ଟତା ରେଖାକୁ ସେ ଚାନଲ ରଖିଛନ୍ତି। ଏହାର ମାଧ୍ୟମରେ ସମସ୍ତ ବିଷୟରେ ଭିଜ୍ଞତା ପାଇବା ପାଇଁ ଏହା ଏକ ଅଦୁର ସୁଯୋଗ ଉପାର୍ଜନ କରିବା ପାଇଁ ଆପଣକୁ ଆହ୍ବାନ ଦେଇଛି।

Exam Station - Chandan Sir

28 Dec, 14:28


https://www.instagram.com/nayan_kumar_sahu45/profilecard/?igsh=YmpsM2Jnc2ExbHJp

Exam Station - Chandan Sir

28 Dec, 14:28


କିଛି ପଚାରିବାର ଥିଲେ , ଏଥିରେ ପଚାରି ପାରିବେ

Exam Station - Chandan Sir

28 Dec, 14:28


https://www.instagram.com/nayan_kumar_sahu45/profilecard/?igsh=YmpsM2Jnc2ExbHJp

Exam Station - Chandan Sir

24 Dec, 02:24


https://youtu.be/NUbfrE0CWrc

Exam Station - Chandan Sir

06 Oct, 00:25


https://youtu.be/73tKrgESHkE

Exam Station - Chandan Sir

12 Sep, 03:21


https://youtu.be/c9xmWuBdN0M

Exam Station - Chandan Sir

30 Aug, 12:08


https://youtu.be/sRxpFs0hHhA

Exam Station - Chandan Sir

28 Aug, 07:14


https://youtu.be/MAi8YXuIhIc

Exam Station - Chandan Sir

12 Aug, 03:07


https://youtu.be/UhI4JS8kWP0

Exam Station - Chandan Sir

04 Aug, 14:02


🔴ସିବିଏସ୍‌‌ଇ ଢାଞ୍ଚାରେ ହେବ +୨ ପରୀକ୍ଷା, ୧୦୦ ବଦଳରେ ୮୦ ମାର୍କର ହେବ ପରୀକ୍ଷା🔴

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା ଢ଼ାଞ୍ଚାରେ ହେବ ପରିବର୍ତ୍ତନ। ସିବିଏସ୍‌‌ଇ ପାର୍ଟନ ଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପୂର୍ବରୁ ବାର୍ଷିକ ପରୀକ୍ଷାରେ ୧୦୦ ମାର୍କର ପରୀକ୍ଷା ହେଉଥିବାବେଳେ ଏଣିକି ୮୦ ମାର୍କର ପରୀକ୍ଷା ହେବ। ପୂର୍ବରୁ ହେଉଥିବା ତ୍ରୈମାସିକ ପରୀକ୍ଷା ବା କ୍ୱାଟର ଏଣ୍ଡ ପରୀକ୍ଷାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ। ଏହା ବଦଳରେ ଇଣ୍ଟରନାଲ ପରୀକ୍ଷା ହେବ ଓ ତନ୍ମଧ୍ୟରୁ ଅବଶିଷ୍ଟ ୨୦ମାର୍କ ଆସିବ। ସେହିପରି ସିଲାବସ୍‌‌ ବାହାରୁ ପ୍ରଶ୍ନପତ୍ର ଆସୁଥିବାରୁ ପ୍ରଶ୍ନପତ୍ର ପାଟର୍ଣ୍ଣରେ ମଧ୍ୟ ପରିବର୍ତ୍ତନ କରାଯିବ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ବହୁମୁଲ୍ୟ ସମୟ ବଞ୍ଚାଇବାକୁ ବର୍ଷ ପ୍ରାରମ୍ଭରୁ ଫର୍ମ ଫିଲପ୍‌‌ କରିବେ ଛାତ୍ରଛାତ୍ରୀ। ପରୀକ୍ଷାରେ ଅଧିକ ସ୍ୱଚ୍ଛତା ଓ ସରଳ କରିବାକୁ ୫ରୁ ୬ଟି ପରିବର୍ତ୍ତନ କରିବାକୁ ଯାଉଛି ସିଏଚ୍‌‌ଏସ୍‌‌ଇ।

ସୂଚନା ଅନୁଯାୟୀ, ପ୍ରାକ୍ଟିକାଲ ନ ଥିବା ବିଷୟରେ ୧୦୦ ବଦଳରେ ଏଣିକି ୮୦ ମାର୍କର ପରୀକ୍ଷା ହେବ। ଏଥିରେ ୧ ନମ୍ବର ବିଶିଷ୍ଟ ପ୍ରଶ୍ନପତ୍ର ୫୦% ବା ୪୦ ନମ୍ବରର ଆସିବ। ଅବଶିଷ୍ଟ ୪୦ ନମ୍ବର ପ୍ରଶ୍ନପତ୍ରରେ ୨, ୩ ଓ ୮ ମାର୍କର ପ୍ରଶ୍ନ ରହିବ। କଳା ବିଭାଗ ପାଇଁ ସର୍ବାଧିକ ୫ମାର୍କିଆ ପ୍ରଶ୍ନ ଆସିବାକୁ ଥିବାବେଳେ ବିଜ୍ଞାନରେ ସର୍ବାଧିକ ୮ ମାର୍କିଆ ପ୍ରଶ୍ନ ଆସିବ। ସେହିପରି ଇଣ୍ଟରନାଲ୍‌‌ ପରୀକ୍ଷାରେ ୨୦ ମାର୍କର ପରୀକ୍ଷା ହେବ। ଏଥିରେ ୧, ୨ ଓ ୫ ମାର୍କିଆ ପ୍ରଶ୍ନ ଆସିବ। ଯେଉଁ ୟୁନିଟ୍‌‌ରୁ ଇଣ୍ଟରନାଲ୍‌‌ ପରୀକ୍ଷାରେ ପ୍ରଶ୍ନ ଆସିଥିବା ବାର୍ଷିକ ପରୀକ୍ଷାରେ ଆଉ ସେହି ୟୁନିଟ୍‌‌ରୁ ପ୍ରଶ୍ନପତ୍ର ଆସିବ ନାହିଁ। ଅବଶିଷ୍ଟ ୟୁନିଟ୍‌‌ରୁ ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଆସିବ। କେଉଁ ୟୁନିଟ୍‌‌ରୁ କେଉଁ ପରୀକ୍ଷାରେ ପ୍ରଶ୍ନ ଆସିବ ତାହା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ହେଲେ ପ୍ରାକ୍ଟିକାଲ ଥିବା ବିଷୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବପରି ୩୦ ନମ୍ବରର ପ୍ରାକ୍ଟିକାଲ ପରୀକ୍ଷା ଓ ୭୦ ମାର୍କର ଥିଓରୀ ପରୀକ୍ଷା ହେବ। ସିଲାବସ୍‌‌ ବାହାରୁ ପ୍ରଶ୍ନପତ୍ର ଆସୁଥିବା ଅନେକ ସମୟରେ ଅଭିଯୋଗ ହେଉଥିବାରୁ ପରିଷଦ ଏହାକୁ ଗୁରୁତର ସହ ବିଚାର କରୁଛି। ଏହାର ପୁନରାବୃତ୍ତି ନ ହେବାକୁ କେଉଁ ବିଷୟରୁ କେତେ ମାର୍କର ପ୍ରଶ୍ନ ଆସିବ ସେନେଇ ପୂର୍ବରୁ ଫିକ୍ସ କରିବାକୁ ଯୋଜନା କରୁଛି।

ଅନୁରୂପ ଭାବେ ବର୍ଷ ଆରମ୍ଭରୁ ବା ପାଠପଢ଼଼ା ଆରମ୍ଭରୁ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲପ୍‌‌ କରାଯିବ। ଫଳରେ ଫର୍ମପୂରଣ କରିବାକୁ ଅତିରିକ୍ତ ସମୟ ଦେବାକୁ ପଡ଼ିବ ନାହିଁ। ଫର୍ମ ପୂରଣ ପାଇଁ ପରବର୍ତ୍ତୀ ସମୟରେ କେବଳ ଫି ଦାଖଲ କରିବେ ଛାତ୍ରଛାତ୍ରୀ। ଚଳିତ ଶିକ୍ଷାବର୍ଷପାଇଁ ଆସନ୍ତା ଅଗଷ୍ଟ ମାସରେ ରେଗୁଲାର ଓ ସେପ୍ଟେମ୍ୱର ମାସରେ ଏକ୍ସ-ରେଗୁଲାର ଫର୍ମ ଫିଲପ୍‌‌ କରାଯିବ। ପରୀକ୍ଷାର ଅବ୍ୟବହିତ ପୂର୍ବରୁ କେବଳ ଆଡମିଟ୍‌‌ କାର୍ଡ ନେବେ ଛାତ୍ରଛାତ୍ରୀ। ଚଳିତ ଥର ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା କରାଯିବ। ସେହିପରି ଏକା ସାଙ୍ଗରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ କରାଯିବ।

Exam Station - Chandan Sir

03 Aug, 06:59


https://www.instagram.com/nayan_kumar_sahu45?igsh=YmpsM2Jnc2ExbHJp

ଯାହାର ଯାହା ପ୍ରଶ୍ନ ଅଛି ସେମାନେ Instagram ମାଧ୍ୟମ ରେ Message କରି ପଚାରି ପାରିବେ || ( ନିଜର ପାଠ ପଢା ବିଷୟ ରେ କିମ୍ବା କୌଣସି Scholarship )

Exam Station - Chandan Sir

30 Jul, 07:08


https://www.facebook.com/share/r/Lw2mY29gTUHpU61o/?mibextid=qi2Omg

Exam Station - Chandan Sir

29 Jul, 07:29


ନୂଆ ଓ ଛାତ୍ରବୃତ୍ତି ବନ୍ଦ ହେବା ଉଚିତ୍ କି , ନିଜର ମତାମତ ଏହି Instragram ଭିଡିଓ ରେ ନିଜର vote ଦିଅନ୍ତୁ ||

Exam Station - Chandan Sir

29 Jul, 07:29


ବନ୍ଦ ହେବ କି ନୂଆ - ଓ Scholarship
https://www.instagram.com/reel/C9_4FhSybci/?igsh=MWR4NjB6b3J6N2NnOQ==

Exam Station - Chandan Sir

29 Jul, 03:05


https://youtu.be/OFNbA77tVFk

Exam Station - Chandan Sir

16 Jul, 03:09


https://youtu.be/Isc88ClvS3g

Exam Station - Chandan Sir

14 Jul, 03:59


https://youtu.be/auBrKc-zbpc

Exam Station - Chandan Sir

01 Jul, 08:15


https://youtu.be/-nWBmh1uWPo

Exam Station - Chandan Sir

01 Jul, 02:58


https://youtu.be/zBJoaSsn5CM?si=GiMKZzMmJBmyv4jw

Exam Station - Chandan Sir

01 Jul, 02:58


https://youtu.be/zBJoaSsn5CM?si=GiMKZzMmJBmyv4jw

3,324

subscribers

58

photos

34

videos