Rashmi Tutorial @rashmituto Channel on Telegram

Rashmi Tutorial

@rashmituto


Welcome to our channel |
For Quality Education |
Join our channel

Rashmi Tutorial (English)

Welcome to Rashmi Tutorial, the ultimate destination for quality education! If you are looking to enhance your knowledge and skills in various subjects, then this channel is perfect for you. From helpful tutorials to informative guides, Rashmi Tutorial covers a wide range of topics to help you excel in your studies. The channel username @rashmituto is your gateway to a treasure trove of educational resources. Whether you are a student, a professional looking to learn something new, or simply someone who enjoys expanding their knowledge, Rashmi Tutorial has something for everyone. Join our channel today and embark on a journey towards academic success and personal growth. Don't miss out on the opportunity to access valuable learning materials and join a community of like-minded individuals who are passionate about education. Subscribe now and take your learning to the next level with Rashmi Tutorial!

Rashmi Tutorial

07 Jan, 11:12


https://youtu.be/wD2ovjgouMg?si=H6Qj5VQvWXac6LXw

Rashmi Tutorial

01 Jan, 06:25


ଇଂରାଜୀ ନବ ବର୍ଷ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣ ସମସ୍ତଙ୍କୁ ଭଲ ରେ ରଖନ୍ତୁ ଆଜି ରେ ଦିନ ରେ ଏ ବର୍ଷ କିଛି ଭଲ କରିବା ପାଇଁ ଶପଥ କରନ୍ତୁ 🙏

Rashmi Tutorial

30 Dec, 04:32


https://youtu.be/D6EZZpHzLNw

Rashmi Tutorial

23 Dec, 01:53


https://youtu.be/H08XJz6wwsk?si=pZ-BR_zdoRDajYgo

Rashmi Tutorial

15 Dec, 12:29


https://youtu.be/t5MfItj7d-I

Rashmi Tutorial

09 Dec, 12:46


ସଞ୍ଜୟ ମାଲହୋତ୍ରା ନୂଆ RBI ଗଭର୍ଣ୍ଣର ନିଯୁକ୍ତ । ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ସଞ୍ଜୟ ।

ସଞ୍ଜୟ ମାଲହୋତ୍ରା ନୂଆ RBI ଗଭର୍ଣ୍ଣର ନିଯୁକ୍ତ

-୩ ବର୍ଷ ପାଇଁ ସଞ୍ଜୟ ମାଲହୋତ୍ରାଙ୍କୁ RBI ଗଭର୍ଣ୍ଣର ନିଯୁକ୍ତି
-ଆସନ୍ତା ୧୧ ତାରିଖରୁ ନୂଆ ଦାୟିତ୍ବ ନେବେ ସଞ୍ଜୟ
-୧୯୯୦ ବ୍ୟାଚ ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର
-ବର୍ତ୍ତମାନ ରାଜସ୍ବ ମନ୍ତ୍ରାଳୟର ସଚିବ ଅଛନ୍ତି ସଞ୍ଜୟ

Rashmi Tutorial

23 Nov, 09:56


Ishika Samal | Top 20 Finalist
ABiKA 2025 Calendar | Semi Final Round

Vote her to see in ABiKA 2025 Calendar
Watch | Share | Subscribe

1 View = 1 Point
1 Subscriber = 10 Point
1 Minute Watch Time = 10 Point

Voting closing time : 6 PM, 25rd November 2024

*YouTube Shorts:* https://youtube.com/shorts/BRs02hCaLNw?si=eu_GjcWQkreN9BZ0
Do Like Share

Rashmi Tutorial

15 Nov, 06:24


Nrrms Vacancy

Rashmi Tutorial

14 Nov, 07:25


~ ଶିଶୁ ହସିଲେ ଦୁନିଆ ହସେ ~
ଶିଶୁ ଦିବସର ଅଭିନନ୍ଦନ!

Rashmi Tutorial

13 Nov, 04:31


https://youtu.be/cEJmpBRwnS4?si=WWSSS87QxKC-gZu4

Rashmi Tutorial

13 Nov, 03:08


Employees_Provident_Fund_Organisation_Young_Professional_Recruitment.pdf

Rashmi Tutorial

31 Oct, 07:30


ବଡବଡୁଆ ହୋ.....
ଅନ୍ଧାରରେ ଆସି ଆଲୁଅରେ ଯାଅ ।
ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ।।
ଶୁଭ ଦୀପାବଳୀ🙏 ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଜୀବନ ରେ ଆଲୋକ ଭରି ଦିଅନ୍ତୁ 🙏

Rashmi Tutorial

24 Oct, 17:53


ହେ ପ୍ରଭୁ ଜଗନ୍ନାଥ..

ବାତ୍ୟା ଦାନା ର Landfall ଅଞ୍ଚଳରେ ବିଶେଷ ଧନଜୀବନ କ୍ଷୟ କ୍ଷତି ନହେଉ..
ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ପାର୍ଥନା 🙏

Rashmi Tutorial

24 Oct, 05:03


https://youtu.be/dZgj_LALc-A

Rashmi Tutorial

22 Oct, 16:18


New Osssc Chairman

Rashmi Tutorial

22 Oct, 13:13


ବାତ୍ୟା ସମ୍ବନ୍ଧିତ ସୂଚନା | ଶିକ୍ଷାନୁଷ୍ଠାନ ଛୁଟି

ସମ୍ଭାବ୍ଯ ବାତ୍ୟାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବ ବିଦ୍ୟାଳୟଗୁଡିକ ଚଳିତ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ତିନିଦିନ ବନ୍ଦ ରହିବ।

ଜିଲ୍ଲା ତାଲିକା: ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ।

Rashmi Tutorial

22 Oct, 13:12


https://youtu.be/EApoaWfSIMw

Rashmi Tutorial

22 Oct, 13:08


🌞🌞🌞

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟି ଅକ୍ଟୋବର ୨୩-୨୫ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି ।  ଏଥିସହିତ ଆବଶ୍ୟକସ୍ଥଳେ  ଜିଲ୍ଲା ପ୍ରଶାସନ ଜିଲ୍ଲାର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରିପାରିବେ ‌

Rashmi Tutorial

22 Oct, 10:32


Asigala Intimation letter

Rashmi Tutorial

22 Oct, 09:01


The intimation letter for the CT Admission 1st selection merit list will be released by the end of today.

Rashmi Tutorial

19 Oct, 05:19


Tatapower job pain

Rashmi Tutorial

19 Oct, 05:19


Apana mane nije baneiparibe dekhiki

Rashmi Tutorial

19 Oct, 05:19


Resume

Rashmi Tutorial

15 Oct, 07:00


E Medhaburti

Rashmi Tutorial

26 Sep, 07:48


Rd Women's University pg 4th Round Selection

Rashmi Tutorial

21 Sep, 07:36


NTPC vacancy