Последние посты SP Education 7 (@speducation7) в Telegram

Посты канала SP Education 7

SP Education 7
1,265 подписчиков
9 фото
1 видео
Последнее обновление 25.02.2025 20:09

Похожие каналы

Gute Nachrichten & Vibes
28,555 подписчиков
Богдан Булычёв / BOGDEE
23,083 подписчиков
Выживаем как можем ✌️
14,235 подписчиков

Последний контент, опубликованный в SP Education 7 на Telegram


Urgent Message!!
SP Education ର ସମସ୍ତ Telegram Channel Delet ହୋଇଯିବ | ଅନ୍ୟମାନେ SP Education name ରେ Fake Channel ଖୋଲି ପରୀକ୍ଷା ର original question send କରୁଛନ୍ତି ଏବଂ ବହୁତ ବଡ଼ Scam ଚଳାଉଛନ୍ତି | ଏଥିପାଇଁ SP Education ର ସବୁ Telegram channel 2ଦିନ ମଧ୍ୟରେ delet ହୋଇ କେବଳ ଗୋଟିଏ Official channel ରହିବ | ତେଣୁ ଏହି ଦୁଇଦିନ ଭିତରେ ସମସ୍ତେ Join କରିନିଅ ନୂଆ Channel ରେ 👇
https://t.me/SridharPadhiOfficial

ଦେଖ ପରିଶ୍ରମ ସଦାବେଳେ ଫଳ ପ୍ରଦାନ କରେ ଆତ୍ମବିଶ୍ୱାସ ରଖ ତୁମେ ନିଶ୍ଚିତ ପରୀକ୍ଷା ଭଲ କରିବ

1⃣ YouTube ରେ କୌଣସି ଭିଡିଓ ଦେଖନି
2⃣ଏବେ କେବଳ Formula କୁ revise କର ଆଉ ଟିକେ ଶାନ୍ତି ରେ ବସ, ବାହାରକୁ ବୁଲିବା ପାଇଁ ବେସୀ ଯାଓନି
3⃣କାଲି ପରୀକ୍ଷାରେ ସମସ୍ତ 60ଟି ପ୍ରଶ୍ନ ର ଉତ୍ତର କରିବ ଗୋଟିଏ ବି ପ୍ରଶ୍ନ ଛାଡ଼ିକି ଆସିବ ନାହିଁ
4⃣ଦେଖ ଗୋଟେ କଥା କହୁଚି ପ୍ରଥମେ ସବୁ Question ପଢ଼ିବ ଦେଖିବ ପ୍ରଶ୍ନ ର କେଉଁ Option (ଅପ୍ସନ୍) ଗୁଡ଼ିକ ଅଲଗା ଲାଗୁଚି ଅର୍ଥାତ୍ ସର୍ବଦା 2ଟି option କୁ ବାଛି ହୋଇଯାଉଥିବ କି ଏ 2ଟି option କେବେ answer ହବନି ଯଦି ବି ତୁକ୍କା ମାର ତେବେ ପ୍ରଥମେ Question ପଢ଼ିକି ତୁକ୍କା ମାରିବ କିନ୍ତୁ କୌଣସି ପ୍ରଶ୍ନ ଛାଡ଼ିବ ନାହିଁ

ALL THE BEST MY DEAR STUDENTS

Hello ପିଲାମାନେ କିଛି ଜଣ ପିଲା ମତେ ପଚାରିଲେ କି sir ଆପଣ କଣ ପାଇଁ class କରୁନାହାନ୍ତି ଆଉ last minutes tips ଦିଅନ୍ତୁ ଆଉ last ସମୟରେ କେମିତି ଭଲ mark ରଖିବୁ କୁହନ୍ତୁ

ପିଲା ମାନେ ଆମେ ମାନେ ପରିଶ୍ରମ କରିଚେ ଓ ସଫଳତା ମଧ୍ୟ ପାଇବା ଜମା ବ୍ୟସ୍ତ ହୁଅନି ପରୀକ୍ଷା ଭଲ ଯିବ, ମୁଁ ଚାହିଁଲେ ଏବେ ତୁମମାନଙ୍କ ପାଇଁ ଭିଡିଓ ବନେଇ ପାରିବି କିନ୍ତୁ ଅନୁରୋଧ ଏବେ YouTube ଖୋଲନି ଏବେ ପାଇଁ ମୁଁ ତମକୁ Teligram ରେ guide କରିବି

https://youtu.be/RiXYj05s3IM

ପିଲାମାନେ ଚେଷ୍ଟା କରିକି ତୁମମାନଙ୍କ ପାଇଁ ଆଜି Class ନେବି but ଆଜି class 8ଟା ରେ ହେବ 7ଟା ରେ ହେବନି

କ୍ଷମା କରିବେ ପିଲାମାନେ ଆଜି ର class ନହୋଇପରେ ମୁଁ ଅତ୍ୟନ୍ତ ଅସୁସ୍ଥ ଚେଷ୍ଟା କରୁଛି late ହେଲେ ମଧ୍ୟ class କରିବାକୁ.....

https://youtu.be/2HqQZAVB76U?si=vrVQg3rCj0O8mBWL

ଆଜିର class ସମସ୍ତେ ବୁଝି ପାରିଲ ?
ଆଜି speed ପଢେଇଚି ପିଲାମାନେ ଆଜିର Questions କୁ ଆଉ ଥରେ ଅଭ୍ୟାସ କର ବିନା ଉତ୍ତର ଦେଖି ଏହା ବହୁତ୍ Important ଏତେ

ଆଜିର HOMEWORK