ପିଲାମାନେ Class ବହୁତ ଦିନ ହେଲା ହେଇନି କିଛି problem ପାଇଁ so sorry....but ଖୁସି ଖବର ଏହି କି ଯେ ଆମେ ମାନେ କାଲି ଠୁ Live Class କରିବା....Time ସେହି ପୂର୍ବ ଅନୁସାରେ ରହିବ 11 am and 2 .30 pm ....କୋଉ time ରେ sir କରିବେ କି , ମୁଁ class କରିବି ତାହାର Information ତୁମ ମାନଙ୍କୁ telegram ରେ ମିଳିଯିବ ...... Note ... Time waste ନକରି 10th Class book ସବୁ cover କରିନିଅ |