MOBILE LEARNING

@mobilelearnings


Mobile Learning YouTube Channel Link-
https://youtube.com/@M_Learning

Mobile Learning Provide Daily Current Affairs Updates, Govt Scheme,All PDF And Latest Govt Job Update
You Can Contact Us Via Our Help Desk-
@mobilelearnings_helpdesk

MOBILE LEARNING

21 Oct, 16:58


🔥ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା🔥

ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା । ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ SRC । ଉକ୍ତ ୧୪ ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା , ନୟାଗଡ଼ ଓ କଟକରେ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।

MOBILE LEARNING

17 Oct, 14:29


OSSC is releasing notice regarding NORMALISATION PROCESS for CBT Exam of EXCISE SI Recruitment Exam for only 33 posts.
ଛି OSEPA ଛି, ଥୁ👎
ସବୁ କିଛି ଲୁଚେଇ ଠକି ନିଯୁକ୍ତି ସରିଦେଲ👎

MOBILE LEARNING

09 Oct, 04:32


BOLANGIR JTS school Allocation list 2024.pdf

MOBILE LEARNING

08 Oct, 14:35


ଉଁ, OSEPA ତୁମେ ଜମାରୁ ଭଲ ନୁହଁ😒
ନିଜେ ତ ଲେଗୁଲାର୍ କରାଉନ, ପାଉଣା ବଢାଉନ
ଆଉ କିଏ ଯଦି ନେଇ ଦେଇ କାମ କରେଇ ଦବ କହୁଛି ସେଟା ବି କରେଇ ଦଉନ, ଉଁ.... କି କଥା ଏଗୁଡାକ!
ଗୁରୁତର ନବାର ଅଛି ତ ନିଜ ଦାୟିତ୍ୱକୁ ନିଅ, ନକଲି ଭଦ୍ରାମି ପୋଷ୍ଟ କରି କି ପାପ ଛଡେଇବ👎
OSEPA ତୁମେ ଜମାରୁ ଭଲ ନୁହଁ, ଉଁ ଉଁ😢
ବି.ଦ୍ର: ଠକାମୀ ର ଶିକାର ହୁଅନ୍ତୁ ନାହିଁ, ସମୟ ଅନୁସାରେ ସବୁ ହବ। ନକଲି କନିଷ୍ଠ ଶିକ୍ଷକ ନେତାଙ୍କ ସହ ଦୂରତା ରକ୍ଷା କରନ୍ତୁ ସର୍ବ ମଙ୍ଗଳ ହେବ🙏

MOBILE LEARNING

08 Oct, 01:47


🔰Sobriquets of India and World


*🔸 Land of Cakes*Scotland

*🔸 Land of Flying Fish*Barbados

*🔸 Land of Golden Fleece*Australia

*🔸 Land of Golden Pagoda*Myanmar

*🔸 Land of Humming bird*Trinidad

*🔸 Land of Maple Leaf*Canada

*🔸 Land of Marble*Italy

*🔸 Land of Midnight Sun*Norway

*🔸 Land of Morning Calm*Korea
*🔸 Land of Thousand Elephants*Laos

*🔸 Land of Rising Sun*Japan

*🔸 Land of White Elephant*Thailand

*🔸 Land of Thousand Lakes*Finland

*🔸 Land of Thunderbolt*Bhutan

*🔸 Land of Perpetual Greenness*Natal

*🔸 Land of Windmills*Netherland

*🔸 Loneliest Island*Tristan da Cunha

MOBILE LEARNING

07 Oct, 04:02


Number of Human Deaths caused by Elephant

MOBILE LEARNING

01 Oct, 11:53


LTR HIGH SCHOOL TEACHER VACANCY DISTRIBUTION👍

MOBILE LEARNING

01 Oct, 11:48


LTR RESOLUTION 2024

MOBILE LEARNING

01 Oct, 10:33


HIGH SCHOOL LTR RECRUITMENT SOON.
6025 NO. OF POSTS REQUISITION DONE👍
STRENGTHEN YOUR PREPARATION✌️

MOBILE LEARNING

29 Sep, 18:08


🔰Rivers of India and their tributaries


🍁Ganga = *Gomti, Ghaghra, Gandak, Kosi, Yamuna, Son, Ramganga*

🍁Yamuna =, *Chambal, Sindh, Betwa, Ken, Tons, Hindon*

🍁Godavari = *Indravati, Manjira, Bindusar, Sarbari, Penganga, Pranahita*

🍁Krishna = *Tungabhadra, Ghataprabha, Malaprabha, Bhima, Vedavathi, Koyna*

🍁Kaveri = *Kabini, Hemavati, Amaravati ,Simsha, Arkavati, Bhavani*
◾️PDF ➨ https://cutt.ly/EwXJ08HE
🍁Narmada = *Bhukhi, Tawa, Banjar,Kolar ,Dudhi*

🍁Sindhu = *Sutlej, Dras, Zanskar, Shyok, Gilgit, Suru*

🍁Brahmaputra = *Dibang, Lohit, Jiabharali (Kameng), Dikhow, Subansiri, Manas*

🍁Damodar = *Barakar, Konar*

🍁Ravi = *Budhil, Nai or Dhona, Siul, Ujh*

🍁Mahanadi = *Seonath, Hasdeo, Jonk, Mand, Ib, Ong, Tel*


•┈┈••✦✿✦•♥️•✦✿✦••┈┈•

MOBILE LEARNING

25 Sep, 13:56


OTET 2024 ରେ ଥିବା ଅସୁବିଧା ବିଷୟରେ enquiry ହେବାକୁ ଯାଉଛି। ଯେଉଁମାନେ ପ୍ରକୃତରେ ବର୍ଷା ବା electricity ପାଇଁ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଛନ୍ତି ତତ୍କାଳ ଯେଉଁ ଜିଲ୍ଲା ରେ ପରୀକ୍ଷା ଦେଇଛନ୍ତି ସେଠାକାର DEO ଙ୍କୁ ନିବେଦନ କରନ୍ତୁ କି Grace Mark ମିଳୁ। Exam Center ରେ ବିଭ୍ରାଟ ହୋଇଥିବା ପ୍ରମାଣ ମିଳିଲେ ଆପଣଙ୍କୁ OTET grace mark ମିଳିବ (ନଷ୍ଟ ହୋଇଥିବା ସମୟ ଅନୁସାରେ)👍

MOBILE LEARNING

23 Sep, 04:42


DETAILED ADVERTISEMENT (REF. INDICATIVE ADV. NO. 01/SSB, DTD. 14.09.2024)

FOR THE POST OF SEPOYS/CONSTABLES IN OSAP/IR/SIR/SS BATTALIONS IN ODISHA POLICE

MOBILE LEARNING

23 Sep, 04:42


Odisha Police Jr. Clerk (DPO)
Online apply from 23 Sept to 13 Oct
No exam fees
Mostly for SC/ST Catagory

MOBILE LEARNING

22 Sep, 16:31


JTS AGREEMENT COPY 2024.pdf